ସମୁଦ୍ରରୁ୨ ପର୍ଯ୍ୟଟକ ଉଦ୍ଧାର , ୧ ମୃତ

0 175

ପୁରୀ,୬/୯(ଏସଏସନିୟୁଜ) ପୁରୀ ସମୁଦ୍ରରେ ଭାସିଯାଇ ଗତକାଲିଠାରୁ ନିଖୋଜଥିବା ବଳିଆ ପଣ୍ଡା ଅଞ୍ଚଳର ଶୁଭମ ସାହୁ ନାମକ ଯୁବକର ମୃତଦେହ ସୋମବାର ଉଦ୍ଧାର ହୋଇଛି ।ଅନ୍ୟଦୁଇଜଣ ପର୍ଯ୍ୟଟକ ପଶ୍ଚିମବଙ୍ଗର ସୁକ୍ଲା ସରଦାର ଓ ଗଞ୍ଜାମର ସୁମତି ଆଚାର‌୍ୟ୍ୟ ଙ୍କୁ ଉଦ୍ଧାର କରାଯାଇଛି ।ଏହି ପର୍ଯ୍ୟଟକଦ୍ୱୟଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଚିକିସ୍‌।ପାଇଁ ଡାକ୍ତରଖାନାରେ ଭର୍ତି କାରଯାଇଛି ।

Leave A Reply

Your email address will not be published.