ସଞ୍ଜୟ କୁମାର ସିଂ ହେଲେ ବିଏମସି କମିଶନର

0 208

ଭୁବନେଶ୍ୱର,୧୨/୫(ଏସଏସନିୟୁଜ) ବଦଳିଲେ ବିଏମସିର ନୁଆ କମିଶନର ।ନୁଆ କମିଶନର ହେଲେସଞ୍ଜୟ କୁମାର ସିଂ ।ଏହାସହ ସେ ବିଡିଏ ଉପାଧ୍ୟକ୍ଷ ଓ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ରେ ରହିବେ । ସେ୧୯୯୭ ବ୍ୟାଚ୍‌ର ଆଇଏସ ଅପିସର ଅଟନ୍ତି ।ତେବେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସଡି ଭାବେ ନିଯୁକ୍ତ ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ, ଡ. କ୍ରିଷନ କୁମାରଙ୍କୁ ଇଡ୍‌କୋ ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ଓ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ ମିଳିଛି।

 

Leave A Reply

Your email address will not be published.