ସଂକ୍ରାମଣ ୬୧୧୮ .ମୃତ ୪୧

0 175

ଭୁବନେଶ୍ୱର, ୭/୬(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ପୁଣି ୬୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୬୬୫ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧାରେ ୪୯୫, କଟକରେ ୬୪୦, ଯାଜପୁରରୁ ୫୬୩, ଅନୁଗୁଳରେ ଆଜି ୪୧୬. ବାଲେଶ୍ୱରେ ୧୯୫, ବରଗଡରେ ୧୬୪, ଭଦ୍ରକରେ ୨୨୮, ବଲାଙ୍ଗିରରେ ୮୩, ବୌଦ୍ଧରେ ୧୧୨, ଦେବଗଡରେ ୨୯, ଢେଙ୍କାନାଳରେ ୧୨୩, ଗଜପତିରେ ୩୦, ଗଞ୍ଜାମରେ ୯୩, ଜଗତ୍‌ସିଂହପୁରରେ ୨୧୮, ଝାରସୁଗୁଡାରେ ୮୬, କଳାହାଣ୍ଡିରେ ୮୦, କନ୍ଧମାଳରେ ୧୪୩, କେନ୍ଦ୍ରାପଡାରେ ୨୨୭, କେନ୍ଦୁଝରରେ ୧୫୫,କୋରାପୁଟରେ ୧୮୦, ମାଲକାନଗିରିରେ ୧୦୭ , ମୟୂରଭଞ୍ଜ ଜିଲ୍ଲାରୁ ୩୫୨, ନବରଙ୍ଗପୁରରେ ୧୬୬, ନୟାଗଡରେ ୧୬୧, ନୂଆପଡ଼ାରେ ୩୬, ପୁରୀରେ ୩୯୮, ରାୟଗଡାରେ ୧୦୮, ସମ୍ବଲପୁରରେ ୧୦୩, ସୋନପୁରରେ ୫୨, ସୁନ୍ଦରଡରେ ୨୭୨ ଜଣ ଏବଂ ଷ୍ଟେଟପୁଲ୍‌ରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି ।ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬ ଜଣ, ସୁନ୍ଦରଗଡ଼ରୁ ୪ ଜଣ, ପୁରୀ ଓ ଗଞ୍ଜାମରୁ ୩ ଜଣ ଲେଖାଏଁ, ବରଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, ସମ୍ବଲପୁର, ସୁବର୍ଣ୍ଣପୁର ୨ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.