ସାଂସଦ ବାଂଟିଲେ ଶୁଖିଲା ଖାଦ୍ୟ

0 502

ବାରଙ୍ଗ,୨୦/୬(ଏସଏସନିୟୁଜ)କରୋନା କଟକଣା ଭିତରେ ଗରିବଙ୍କ ବନ୍ଧୁ ସାଜିଛନ୍ତି ଉମେଶଖଣ୍ଡେଲଓାଲ । ସେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ହାତରେ ଶୁକ୍ରବାରଦିନ ରାଜଧାନୀ ଉପକଣ୍ଠ ପଟିଆ ଗ୍ରମର ୩ନଂଓାର୍ଡରେ ଥିବା ଅସହାୟ ତଥା ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବାଂଟଛନ୍ତି । ୩ନଂଓାର୍ଡର ସାଂସଦଙ୍କ ପ୍ରତିନିଧି ତଥା ଉଦୟମାନ ଯୁବନେତା ସନ୍ତୋଷକୁମାର ପରିଡାଙ୍କ ନେତୃତ୍ୱରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତତ୍ୱାବଧାନରେ ପଟିଆ ଜଗନ୍ନାଥମନ୍ଦିର ପାଖ କନକଦୁର୍ଗାମନ୍ଦିର ଯାତ୍ରାପଡିଆରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ୟୁଥ୍‌ଫରଆକ୍ସନଟିମ୍‌ର ସଦସ୍ୟମାନଙ୍କ ସହ ଯୁବଗୋଷ୍ଠିମାନେ ଉପସ୍ଥିତିରେ ଏହି ଖାଦ୍ୟ ବାଂଟିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସାମାଜିକ ଦୁରତା ବଜାୟ ରଖିବା ସହ ସରକାରୀ ନୀୟମକୁ ଆଖିଆଗରେ ରଖି ପ୍ରାୟ ୪୦୦ରୁ ଉର୍ଦ୍ଧ ଲୋକଙ୍କୁ ଏହି ଶୁଖିଲା ଖାଦ୍ୟ ବଂଟାଯାଇଥିବାର ଜଣାପଡିଛି ।

 

Leave A Reply

Your email address will not be published.