ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର

0 307

କଟକ, ୨୧/୪(ସଏସନିଉଜ) କଟକ ମେୟର ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । ସୁବାସ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସାଂସଦଭାବରେ ଆଜି ଦିନରେ ୨ ବର୍ଷ ୨୦ ଦିନ ଅତିକ୍ରାନ୍ତ କରିଛି । ମାର୍ଚ୍ଚ ୨୬ ତାରିଖ ଦିନ କଟକ ମହାନଗର ନିଗମର ପ୍ରତ୍ୟେକ୍ଷ ନିର୍ବାଚନରେ ୨୮,୮୦୦ରୁ ଅଧିକ ଭୋଟରେ ନିର୍ବାଚିତ ହୋଇ ଏପ୍ରିଲ ୭ ତାରିଖରେ ଶପଥ ନେବା ପରେ ଆଜି ମୁଁ ସାଂସଦ ପଦରୁ ଇସ୍ତଫା ଦେଉଛି ବୋଲି କହିଥିଲେ ।

Leave A Reply

Your email address will not be published.