ସପ୍ତାହକ ଭିତରେ ୧ ଲକ୍ଷ କୋଭାକ୍ସିନ ଡୋଜ୍ ଆସିବ

0 231

ଭୁବନେଶ୍ବର,୨୨/୧(ଏସଏସନୁଯୁଜ)ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସିବ ବୋଲି ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏଣିକି ସିଏଚ୍‌ସିରେ ମଙ୍ଗଳ, ବୁଧ, ଶୁକ୍ରବାର ଟିକା ଦିଆଯିବ । ରବିବାର ବନ୍ଦ ର୍ସହିବା ସହ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନ ଟିକ।ଦିଆଯିବ ବୋଲି ସୂଚନା ଦେଲେ।

Leave A Reply

Your email address will not be published.