ସରିଲ ପକ୍ଷୀଗଣନା

0 205

ବାରଙ୍ଗ,୧୩/୧(ଏସଏସନିଉଜ)ଚଳିତବର୍ଷ ଚନ୍ଦକା ଅଭୟାରଣ୍ୟ କର୍ତୁପକ୍ଷଙ୍କ ପକ୍ଷରୁ କରାଯାଇଥିବା ପକ୍ଷୀଗଣନା ଗୁରୁବାର ସରିଛି ।ଦିନିକିଆ ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ,ଭେଟନାରୀ କଲେଜ ଛାତ୍ରମାନଙ୍କ ସହ ବିଜେବି କଲେଜ ଅଧ୍ୟାପକ ସବିନ୍ଦ୍ର କୁମାର ସାମଲ ଏହି ପଖିଗଣନା କାର୍ଯ୍ୟକ୍ରର୍ମରେ ଯୋଗ ଦେଇଥିଲେ.ଏମାନଙ୍କୁ ନେଇ ଗଠିତ୧୨ଟିଟିମ୍ ଚନ୍ଦକା ଅଭ୍ୟାରଣ୍ୟର ବିଭିର୍ଣ ଆଦ୍ରଭୂମି, ଜଙ୍ଗଲ ମଝି ସନ୍ତସନ୍ତିଆ ଅନେକ ଜଳାଶ୍ରୟ ଅଞ୍ଚଳକୁ ଯାଇ ପକ୍ଷୀଗଣନା କରିଥିଲେ ।ତେବେ ଶୀତଦିନେ ବିଦେଶାଗତ ପକ୍ଷୀମାନଙ୍କ ଅଗମନ ହୋଇଥାଏ ।ତେବେ ଚଳିତବର୍ଷ ୩୨ପ୍ରଜାତିର ବିଦେଶୀ ପକ୍ଷୀ ଙ୍କୁ ଚିହ୍ନଟ କରାଯାଇଥିବାର ଜଣାପଡିଛି ।ଏହି ଟିମ୍ ଚନ୍ଦକା ରେଞ୍ଜ, ହଳଦିଆ ରେଞ୍ଜ, ଡ଼ମପଡା ରେଞ୍ଜ, ଭୁବନେଶ୍ୱର ଭରତପୁର ରେଞ୍ଜରବିଭିର୍ଣ ଅଞ୍ଚଳ ରେ ପକ୍ଷୀଗଣନା କରିଥିଲେ ।ଏହାସହ ମହାନଦୀ ପଠା, ପାଥପୁରପାଟ, ବାରଙ୍ଗ ଅଞ୍ଚଳ ପୁରୀ କେନାଲ, ବାରିମିଆ ପୋଖରୀ ଜଳାଶୟ ,ପୋଖରୀ ଓ ସନ୍ତସନ୍ତିଆ ଆଦି ୨୭ଟି ଅଂଚଳ ମାନଙ୍କୁ ଯାଇ ପକ୍ଷୀଗଣନା କରିଥିଲେ ।ତେବେ ଚଳିତବର୍ଷ ୨୨ହଜାର ୮୪୦ଟି ବିଭିର୍ଣ ପ୍ରଜାତିର ପକ୍ଷୀ ଆସିଛନ୍ତି ପକ୍ଷୀଗଣନାରୁ ଜଣା ପଡିଛି ।

Leave A Reply

Your email address will not be published.