ସଟର କାଟିଲେ,ଅଧ କୋଟି ଗହଣା ଲୁଟିଲେ

0 545

ଭୁବନେଶ୍ୱର,୬/୧୨(ଏସଏସନିୟୁଜ) ଖଣ୍ଡଗିରି ଥାନା ଡେଲଟା ଛକ ନିକଟରେଥିବା ଲକ୍ଷ୍ମୀନାରାୟଣ ଜୁଏଲରୀର ସର୍ଟର କାଟି ଦୁର୍ବୃତମାନେ ୧କିଲୋ ସୁନା, ୧୦ କେଲୋ ରୂପା ଅଳଙ୍କାର ସହିତ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଦୁବୃର୍ତ ମାନେ ଗ୍ୟାସ କଟର ସହାୟତାରେ ସଟରକୁ କାଟି ଭିତରେ ପସି ସମସ୍ତ ଗହଣା ଲୁଟି ନେଇଥିଲେ ।ଅନ୍ୟଦୋକାନୀମାନଙ୍କଠାରୁ ଖବରପାଇ ମାଲିକ ସନ୍ଦିପ ସାହୁ ଦୋକାନକୁ ଆସି ଚୋରୀ ହୋଇଥିବାର ଜାଣିବାପରେ ଥାନାରେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.