ସବୁ ଆସନରେ ଲଢିବ ବିଜେଡି

0 51

ଭୁବନେଶ୍ୱର,୨୨ା୩(ଏସଏସନିଉଜ) ଏବେ ଦୂର ହୋଇଛି ବିଜେଡି-ବିଜେପି ମେଣ୍ଟ ଦ୍ୱନ୍ଦ୍ୱ ।ସବୁ ଆସନରେ ଲଢିବ ବିଜେଡି ।୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡ଼ି। ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଣବ ପ୍ରକାଶ ଦାସ ।ମନମୋହନଙ୍କ ପୋଷ୍ଟ ପରେ ବିଜେଡ଼ି ସଂଗଠନ ସଂପାଦକ ବବିଙ୍କ ପୋଷ୍ଟ ।ବିଜେଡ଼ି ସମସ୍ତ ଆସନରେ ଲଢ଼ିବ ପୋଷ୍ଟ କଲେ ପ୍ରଣବ ପ୍ରକାଶା
ଲୋକଙ୍କ ସମର୍ଥନରେ ନବୀନଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶ ସିଟ୍ ପାଇବୁ ବୋଲି ସେ ଲେଖିଛନ୍ତି ।

Leave A Reply

Your email address will not be published.