ସ୍ଲୁଲସଭାପତିଙ୍କୁ ସେକିଦେଲେ ବିଡିଓ!

0 222

ଭଦ୍ରକ,୧୬ା୩(ଏସଏସନିଉଜ)ସ୍କୁଲ କମିଟି ସଭାପତିଙ୍କୁ ବିଡିଓ ଚାପୁଡ଼ା ମାରିଥିବାର ଅଭିଯୋଗ ଆସିଛି । ସିଆଳିଆ ନୋଡାଲ ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ାମାରିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 5-Tଅଧୀନରେ ଥିବା ସ୍କୁଲର ତଦାରଖ ପାଇଁ ବିଡିଓ ଯାଇଥିଲେ ।ଆଲୋଚନାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

Leave A Reply

Your email address will not be published.