ସ୍କୁଲରେ ମହୁମାଛି ଆକ୍ରମଣ

0 87

ଫୁଲବାଣୀ,୨୯।୩(ଏସଏସ ନିଉଜ) ସ୍କୁଲଭିତରେ ମହୁମାଛି ଆକ୍ରମଣ ହୋଇଛି।ଏଥିରେ ୬ଜଣ ଆହତ ହୋଇଛନ୍ତି।
ଫିରିଙ୍ଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମହୁମାଛି ଆକ୍ରମଣ ହୋଇଛି। ମହୁମାଛି ଆକ୍ରମଣରେ ଶିକ୍ଷୟିତ୍ରୀଙ୍କ ସହ ୬ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.