ସିଫୁଡପାର୍କରୁ ଝୁଲନ୍ତା ମୃତଦେହ ଉଦ୍ଧାର

0 235

ମେଣ୍ଢାଶାଳ,୧ା୧(ଏସଏସନିଉଜ)ଡେରାସଫାର୍ମରେ କାର୍ଯ୍ୟାକ୍ଷମ ସିଫୁଡପାର୍କରେ କାର୍ଯ୍ୟକରୁଥିବା ଜଣେ ଶ୍ରମିକ ବେକରେ ଦଉଡିଦେଇ ଆତ୍ମହତ୍ୟା କରିଥିବାର ରବିବାରସକାଳେ ଦେଖିବାକୁ ମିଳିଛି ।ମୃତକ ହେଉଛନ୍ତି ବାଘମାରିଥାନା ଅର୍ନ୍ତଗତ ତଳଗଡଗ୍ରାମର ଅନୁପବେହେରା ।ସେ ସିଫୁଡପାର୍କରେ ଶ୍ରମିକଭାବେ କାମକରୁଥିଲେ । ରବିବାରବଢିଭୋର ସମୟରେ ଅନ୍ୟଶ୍ରମିକମାନେ ଦେଖିବାପରେ ସୁଚନାପାଇଁ ଚନ୍ଦକାଥାନାପୋଲିସ ଘଟଣାସ୍ଥଳକୁ ଯାଇଥିଲା ।ପୋଲିସ ୧/୨୩କେଶନଂରେ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ରାଜଧାନୀ ଚିକିସ୍‌ାଳୟକୁ ପଠାଇଛି ।ଅନ୍ୟପଟେ ତାଙ୍କ ପୁଅକୁ ହତ୍ୟାକରି ଆତ୍ମହତ୍ୟାର ରୁପ ଦିଆଯାଇଛି ବୋଲି ମୃତଯୁବକର ପିତା ପ୍ରଶନ୍ନବେହେରା ଚନ୍ଦକାଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.