ଦିଲ୍ଲୀକୁ ଛାଡ଼ି ଦେଶର ଅନ୍ୟ ସମସ୍ତ ସ୍ଥାନରେ ହେବ ‘ଚକା ଜାମ୍‌’,

0 331

ଖବର ଆଜିର,ତାରିଖ ୦୬-୦୨-୨୦୨୧ ଶନିବାର
୧- ମହଙ୍ଗାପଡ଼ିଲା ଡାଟା ସହ ଅନ୍ଲିମିଟେଡ୍ କଲ୍ ମୋହ
ମୋବାଇଲ୍ ଓ ଟିଭି ରିଚାର୍ଜ ନାଁରେ ୨ଲକ୍ଷ ଗ୍ରାହକଙ୍କୁ ଠକେଇ
କୋଟି କୋଟି ଟଙ୍କାର ଚୂନ ଲଗାଇ ଚମ୍ପଟ ସାଂଘଭି ମାଲିକ
କଟକ ଡିସିପିଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ଗ୍ରାହକ ଏବଂ ସଂସ୍ଥାର ଏଜେଣ୍ଟ
୨-କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ ।
୩–ଆଜି ଦିଲ୍ଲୀକୁ ଛାଡ଼ି ଦେଶର ଅନ୍ୟ ସମସ୍ତ ସ୍ଥାନରେ ହେବ ‘ଚକା ଜାମ୍‌’,
୪-ୟୁପିଏସ୍‌ସି ପରୀକ୍ଷା ମିସ୍ କରିଥିବା ଶିକ୍ଷାର୍ଥୀଙ୍କୁ ଆଉ ଥରେ ମିଳିବ ସୁଯୋଗ ।
୫-ଅଷ୍ଟ୍ରେଲିଆନ ଓପନ୍ : ସେମି ଫାଇନାଲରୁ ଓହରିଲେ ସେରେନା ଓ୍ୱିଲମସ୍ ।
୬-ମ୍ୟାଁମାର ସେନା ଶାସକଙ୍କ ବିରୋଧରେ ବିକ୍ଷୋଭ ଜାରି, ଫେସବୁକ୍ ବ୍ୟାନ୍ ପରେ ଟ୍ୱିଟରରେ ଜମିଲେ ଲୋକେ
୭-କୋଟିଆ ହେବ ଆଦର୍ଶ ପଞ୍ଚାୟତ, ଖୁବ୍ ଶୀଘ୍ର ମୁଁ କୋଟିଆବାସୀଙ୍କୁ ଭେଟିବି-ମୁଖ୍ୟମନ୍ତ୍ରୀ ।
୮-ପାରାଦୀପରେ ପ୍ରଥମ ଥର ପାଇଁ ବିଦେଶୀ ଜାହାଜର ’ଡ୍ରାଇ ଡକିଙ୍ଗ’ ।
୯-ଆରବିଆଇର ନୂଆ କ୍ରେଡିଟ୍ ପଲିସି ଘୋଷଣା । ସୁଧ ହାର ଅପରିବର୍ତ୍ତିତ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ସୂଚନା ।
୧୦-ରେଳ ବଜେଟକୁ ନେଇ ରାଜନୀତି । ପ୍ରେସମିଟ କରି ବିଜେପିକୁ ବିତର୍କ ପାଇଁ ଆହ୍ୱାନ କଲା ବିଜେଡି ।
୧୧-ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ପଶ୍ଚିମବଙ୍ଗର ହଳଦିଆରୁ ୪ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
୧୨-ପଶ୍ଚିମବଙ୍ଗରେ ବିଜେପିିର ପରିବର୍ତ୍ତନ ଯାତ୍ରା ।ଆଜି ଶୁଭାରମ୍ଭ କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ବେଙ୍ଗଲ ରାଜନୀତି ସରଗରମ ।
୧୩-୧୮ମାସ ପରେ ଜମ୍ମୁ-କାଶ୍ମୀରରେ ଉପଲବ୍ଧ ହେଲା ୪-ଏ ଇଣ୍ଟରନେଟ୍, ଧନ୍ୟବାଦ ଦେଲେ ଓମାର ।
୧୪-ଚୀନକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । କହିଲେ, ଚୀନ୍ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଆମେରିକା ।
୧୫-କ୍ରିକେଟ୍ ପଡିଆରେ ବିରାଟ କୋହଲି ଦେଖାଇଲେ ବଡପଣ । ଆହତ ଜୋ ରୁଟଙ୍କ କଲେ ସାହାଯ୍ୟ । ଆଇସିସି କଲା ପ୍ରଂଶସା ।
୧୬-ସୁରକ୍ଷିତ ହୋଇ ନଥିବାରୁ ଫାଇଜର ଟିକାକୁ ଭାରତୀୟ ବିଶେଷଜ୍ଞ କମିଟି ଖାରଜ କରି ଦେଇଥିଲା
୧୭-IPL ଆଗାମୀ ସଂସ୍କରଣ ପାଇଁ ପଞ୍ଜିକୃତ କରିଛନ୍ତି ୧୦୯୭ଜଣ ଖେଳାଳୀ, ଫେବୃଆରୀ ୧୮ରେ ହେବ ଅକ୍‌ସନ୍ ।
୧୮-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ
୧୯-ଶୁକଶାରି ମନ୍ଦିର ଖନନ ପ୍ରସଙ୍ଗ : ବିନ୍ଦୁସାଗର ଯାଏ ମାଟି ତଳେ ରହିଛି କୀର୍ତ୍ତିରାଜି ।
ହ୍ୱାଟ୍ସଆପରୁ ମୁହଁ ଫେରାଇ ଟେଲିଗ୍ରାମ ମୁହାଁ ୟୁଜର୍ସ ।
୨୦ମାର୍ଚ୍ଚରୁ ତୃତୀୟ ପର୍ଯ୍ୟାୟ ଟିକାକରଣ, ୨୭ କୋଟି ଲୋକ ନେବେ ଟିକା ।
।।ଶୁଭ ସକାଳ,ସୁପ୍ରଭାତ।।

Leave A Reply

Your email address will not be published.