ନକଲି ଜର୍ଦା ଜବତ ,ଦୁଇ ଅଟକ

0 309

ଖୋର୍ଦ୍ଧା:୫/୨(ଏସଏସଏନ୍) ଭୁବନେଶ୍ବର କଟକ ବହ୍ମପୁର ଅଞ୍ଚଳରୁ ନକଲି ଘିଅ ,ସସ୍ , ଜର୍ଦା ଜବତ ହେବା ପରେ ଆଜି ପୁଣି  ବେଗୁନିଆରୁ ବିପୁଳ ପରିମାଣରେ ନକଲି ଜର୍ଦା ଜବତ। ବେଗୁନିଆ ନୂଆ ସାହି ଏବଂ ବେଗୁନିଆ ଥାନା ପିଚୁକୁଳି ଅଞ୍ଚଳରେ STF ଟିମ ଓ ବେଗୁନିଆ ପୋଲିସ ମିଳିତ ଚଢ଼ାଉ କରି ନକଲି ଜର୍ଦା ଜବତ କରିବା ସହିତ ଦୁଇ ଜଣଙ୍କୁ ବେଗୁନିଆ ଥାନାରେ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.