ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା

0 183

ପୁରୀ,୯/୭(ଏସଏସନିଉଜ) ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ରଥଟଣା । ଗଜପତି ମହାରାଜ ଛେରାପହଁରା କରିବା ପରେ ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ଆରମ୍ଭ କରିଛନ୍ତି ।ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ତେବେ ପୁର୍ବ ନିର୍ଦ୍ଧାରିତ ସମୟ ପୁର୍ବରୁ ରତଟଣା ଆରମ୍ଭ ହୋଇଥିବାର ଜଣାପଡିଛି । ତେବେ ଜୁଲାଇ ୧୦ରେ ସୁନାବେଶ, ୧୧ରେ ଅଧରପଣା, ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।

 

Leave A Reply

Your email address will not be published.