ସିଲ୍‌ଭର୍ ସିଟି କଟକରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟର୍‌

ଖବର ଆଜିର,ତାରିଖ ୩୦-୦୪-୨୦୨୧/ ଶୁକ୍ରବାର

0 270

୧-ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ: ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ରୋହିତବାହିନୀ ।
୨-ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ ।
୩-୫୦% କର୍ମଚାରୀ ନୁହେଁ, ଏଣିକି ବିଭାଗ ସ୍ଥିର କରିବ କେତେ କର୍ମଚାରୀରେ ଅଫିସ୍ ଚାଲିବ ।
୪-ସିରମ ପରେ ଟିକା ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ, ରାଜ୍ୟମାନଙ୍କ ପାଇଁ କୋଭାକ୍ସିନ ମୂଲ୍ୟ ଏବେ ୪୦୦ଟଙ୍କା ।
୫-ଟିକା ଅଭାବ ଥିବାରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ମେ’୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବଙ୍କୁ ଦିଆଯିବନି ଟିକା
୬-କୋଭିଡ୍ ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା, ଡ୍ୟୁଟି ବେଳେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ।
୭-ପୁଲିସ ମହାନିର୍ଦେଶକ ଅଭୟଙ୍କ ଆହ୍ବାନ: କଟକଣା ମାନିଲେ ହାରିବ କରୋନା, ସପ୍ତାହାନ୍ତ ସଟ୍‌ଡାଉନ୍ ଓ ନାଇଟ୍ କର୍ଫ୍ୟୁ ମାନନ୍ତୁ ।
୮-ରାଜଧାନୀରେ ହାଓଲା ନାଁରେ କୋଟିଏ ଟଙ୍କା ଲୁଟ୍ ମାମଲା: ରହସ୍ୟ ଭେଦ କରିପାରୁନି ପୁଲିସ, ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଦାୟିତ୍ବ ।
୯-ଦେଶରେ କରୋନା ସଂକ୍ରମଣର ସୁନାମି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ମୁହାଁ । ଏପଟେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟଟିକାକରଣକୁ ନେଇ ବଢିଲା ସନ୍ଦେହ ।
୧୦-କୋଭିସିଲ୍ଡ ଟିକା ଅଭାବ ଯୋଗୁଁ ପ୍ରଭାବିତ ହେବାକୁ ଯାଉଛି ଟିକାକରଣ । ୪୫ ବର୍ଷରୁ ଉର୍ଦ୍ଦ୍ୱ ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର
୧୧-କରୋନା ସଂକଟ ଭିତରେ ଭାରତକୁ ସହାୟତାର ହାତ । ବିମାନରେ ରୁଷ ଓ ଆମେରିକାରୁ ଆସିଲା ଅକ୍ସିଜେନ, ଔଷଧ ଓ ଚିକିତ୍ସା ଉପକରଣ ।
୧୨-ସିଲ୍‌ଭର୍ ସିଟି କଟକରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟର୍‌, ଶେଖ୍‌ବାବୁ ଆହତ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.