ସିରିଏଲ ଓ ଫିଲ୍ମ ସୁଟିଂରେ ଲାଗିଲା ଅଙ୍କୁଶ

0 207

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ରାଜ୍ୟରେ ବଢୁଥିବା କରୋନାସଂକ୍ରମଣକୁ ରୋକିବାପାଇଁ ରାଜ୍ୟସରକାର ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସିରିଏଲ ଓ ଫିଲ୍ମ ସୁଟିଂ ଆଉ ହୋଇପାରିବନାହିଁ । କୌଣସି ସିରିଏଲ ଓ ଫିଲ୍ମ ପାଇଁ ହେଉଥିବା ଇନଡୋର୍‌, ଆଉଟଡୋର୍ ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର ବୋଲି ଏସଆରସି ସୁଚନା ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶାନାମା ନଆସିବା ପର‌୍ୟ୍ୟନ୍ତ ସିରିଏଲ୍ ଓ ଫିଲ୍ମ ସୁଟିଂ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.