ଶିଶୁ ମୃତ୍ୟୁ ଘଟଣାରେ ଯାଞ୍ଚ ଆରମ୍ଭ

କେନ୍ଦୁଝର,୧୯/୯(ଏସ ଏସ ନିଉଜ)କେନ୍ଦୁଝର ହସ୍ପିଟାଲରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣାର ଯାଞ୍ଚ ଆରମ୍ଭ।କେନ୍ଦୁଝର ହସ୍ପିଟାଲ SNCUରେ ୨ ଜଣିଆ ଟିମ ପହଞ୍ଚି ଯାଞ୍ଚ କରୁଛି।ଶିଶୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଯାଞ୍ଚ କରାଯାଉଛି।

- Advertisement -

Leave A Reply

Your email address will not be published.