ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ବିଶ୍ଵକର୍ମା ଷ୍ଟୁଲ୍ଉପରେ
ସିଂହାସନରେ ଓ ସାରଥୀଙ୍କ ଫଟୋ ସିଂହାସନରେ ରହିଛି।
ଏ ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଦେଖିବାକୁ ମିଳିଛି।ଆଜିକୁ ଦୁଇ ଦିନ ହେବ ଏହି ଲେଦ୍ (ଓଲଡିଂ) ଦୋକାନରେ ପୂଜା ପାଉଛନ୍ତି ଉଭୟ ବିଶ୍ୱକର୍ମା ଓ ସାରଥୀ। ସବୁଠୁ ବଡ଼କଥା ହେଲା ବିଶ୍ଵକର୍ମାଙ୍କ ଛୋଟିଆ ମୂର୍ତ୍ତିଟି ଷ୍ଟୁଲ୍ ଉପରେ ଥୁଆ ହୋଇ ପୂଜା କରାଯାଉଥିବା ବେଳେ ଏକ ସିଂହାସନ ଉପରେ ସାରଥୀଙ୍କ ଏକ ବଡ଼ ଫଟୋ ସୁସଜ୍ଜିତ ହୋଇ ପୂଜା କରା ଯାଉଛି।ଏହି ଘଟଣା ପରେ ଏହାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି।
Prev Post
Next Post
