ସ୍ତ୍ରୀକୁ ପୋଡି ମାରିଲା ସ୍ୱାମୀ !

0 131

ସମ୍ବଲପୁର, ୩୦/୩(ଏସଏସନିଉଜ) ଖଟାଟାଙ୍ଗ ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ସ୍ୱାମୀ କିରାସିନି ଢାଳି ପୋଡି ହତ୍ୟା କରିଥିବା ଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ଏଭଳି କାଣ୍ଡ ସ୍ୱାମୀ ଘଟାଇଥିବାନେଇ ମୃତ ମହିଳାଙ୍କ ଭାଇ ମହୁଲପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।

 

Leave A Reply

Your email address will not be published.