ଟାଟା ମ୍ୟାଜିକ୍ ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

0 441

ବାସୁଦେବପୁର,୩୦/୩(ଏସଏସନିଉଜ) ଗତକାଲି ରାତିରେ ବିନାୟକପୁର ନଳପଦୀ ଦାଶସାହିର ସୁଶାନ୍ତ ଦାଶଙ୍କ ଦୁଇଟି ଗାଡିରେ ଦୁର୍ବୃତ୍ତମାନେ ନିଅଁ ଲଗାଇ ପୋଡି ଦେଇଛନ୍ତି।ଘର ଆଗରେ ସୁଶାନ୍ତଙ୍କ ଏକ ବୋଲେରୋ ଓ ଗୋଟିଏ ଟାଟା ମ୍ୟାଜିକ ଗାଡି ଥୁଆହୋଇଥିଲା ।ତେବେ ବିଳମ୍ଭିତ ରତିରେ ନିଆାଁର ମାତ୍ରା ବଢିବା ସହ ଉତାପ ବୃଦ୍ଧିପାଇବାର ଅନୁଭବ କରି ସୁଶାନ୍ତ ବାହାରକୁ ଉଠିବାପରେ ଗାଡିଦୁଇଟି ଜଳୁଥିବାର ଜାଣିବାକୁ ପାଇଥିଲେ ।ତେବେ ସପରିବାରେ ନିଆଁକୁ ଆୟତ କରିବାପାଇଁ ପାଣି ପକାଇବା ଆରମ୍ କରି ଦମକଳକୁ ଖବର ଦେଇଥିଲେ।ତେବେ ଟାଟା ମ୍ୟାଜିକ ଗାଡିଟି ସମ୍ପୁର୍ଣ ଜଳିଯାଇଥିଲା ।ତେବେ ଏସର୍ମ୍ପକରେ ସୁଶାନ୍ତ ବାସୁଦେବପୁରଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.