ସୂଚନା ଦେଲେ ୫୦ ହଜାର

0 309

ଭୁବନେଶ୍ୱର୬/୨(ଏସଏସନିୟୁଜ) ଗତ ଗୁରୁବାର ଦିନ ଚନ୍ଦକାର ଦାଶପୁରରାସ୍ତା ପାଖରୁ ମିଳିଥିବା ମୁଣ୍ଡ ବିହୀନ ଶବର ଅଦ୍ୟାବଧି ପରିଚୟ ମୋଲିପାରିନାହି । ରାଜ୍ୟର ବିଭିନ୍ନ ଥାନାକୁ ଏ ବିଷୟରେ ଅବଗତ କରିଛି ପୁଲିସ । ଏହାସହ ସହରର ବିଭିନ୍ନ ଅଂଚଳରେ ପୋଷ୍ଟର ଲଗାଯାଇ ମୃତ ମହିଳା ସମ୍ପର୍କରେ ପୁଲିସକୁ ସଠିକ ସୂଚନା ଦେଲେ, ସୂଚନାକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ସୂଚନାଦାତାଙ୍କ ନାମ ଗୋପନ ରଖି ସମସ୍ତ ସହଯୋଗ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି ।ଅଦ୍ୟାବଧି ମୃତ ମହିଳାଙ୍କ ମୁଣ୍ଡ ପୋଲିସ ପାଇନଥିବାବେଳେ ୫ ଜଣିଆ ଟିମ୍ ଗଠନ କରାଯାଇ ତଦନ୍ତ ଚଳାଇଛି ପୋଲିସ ।

 

Leave A Reply

Your email address will not be published.