ସିତାରାମ ଙ୍କୁ ମିଳିଲା ସହାୟତା

0 321

କେନ୍ଦ୍ରାପଡା,୬/୨(ଏସଏସନିୟୁଜ)କେନ୍ଦ୍ରାପଡାର ଧୁମାତ ଗ୍ରାମର ସିତାରାମ ମଲ୍ଲିକ ଗତ୮ବର୍ଷହେଲା ଆଣ୍ଠୁଗଣ୍ଠି ରୋଗରେ ଆକ୍ରାନ୍ତ ହୋଇ କୋହଭରା କଣ୍ଠରେ ଗଣମାଧ୍ୟମ ଆଗରେ ଚିକିସ୍‌ା ଲାଗି ସାହୟତା ମାଗିଥିଲେ । ଏଖବର ପାଇବା ପରେ ଓଡିଶା ମୋ-ପରିବାର ତରଫରୁ କେନ୍ଦ୍ରାପଡା ଜୀବନବିନ୍ଦୁ ସଂଯୋଜକ କାଳିପ୍ରସାଦମିଶ୍ରଙ୍କୁ ଯୋଗାଯୋଗ କରି ସହାୟତାର ହାତ ବଢାଇବାକୁ ଚେଷ୍ଠା କରାଯାଇଥିଲା । ମିଶ୍ର କେନ୍ଦ୍ରାପଡାର ସବ୍‌କଲେକ୍ଟର ନିରଞନବେହେରାକୁ ଯୋଗାଯୋଗ କରି ସମସ୍ୟା ସର୍ମ୍ପକରେ ଜଣାଇଥିଲେ ।ଏହାପରେ ସୀତାରାମକୁ କିପରି ନୀୟମିତ ଔଷଧ ଯୋଗଇଦିଆଯିବ ସେ ବ୍ୟବସ୍ଥା କରିବାସହ ତାଙ୍କ ପରୁିବାରକୁ ସବ୍‌କଲେକ୍ଟର କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.