ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

0 162

ପୁରୀ,୮/୧୧(ଏସଏସନିଉଜ) ଆଜି ପବିତ୍ର କାର୍ତ୍ତିକପୂର୍ଣ୍ଣିମା । ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ଲୋକୋ ଚନ୍ଦ୍ରଗ୍ରହଣପାଇଁ ୫ଟା୩୮ମିନିଟ୍ ପୂର୍ବରୁ ଭସାଗଲା ଡଙ୍ଗାା ସେପଟେ ଗ୍ରହଣପାଇଁ ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତିା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉାଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କାର୍ତ୍ତିକପୂର୍ଣ୍ଣିମା ପାଇଁ ରାତିସାରା ମହୋଦଧିରେ ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି । ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ରାତିତମାମ ମହୋଦଧିରେ ଶ୍ରଦ୍ଧାଳୁଙ୍କଭିଡ଼ ଲାଗିରହିଥିଲା । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ରାଜରାଜେଶ୍ୱର ବେଶରେ ଲକ୍ଷାଧିକଭକ୍ତ ଦର୍ଶନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୪୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.