ଶୁଣ୍ଢରେ କଚାଡି ଦେଲା ହାତୀ

0 97

କେନ୍ଦୁଝର,୨୭ା୩(ଏସଏସନିଉଜ) ମାଛ ଧରିବାକୁ ଯାଉଥିବାବେଳେ ଆକ୍ରମଣ କଲା ହାତୀ ।ଯାହାଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେଲକୋଇରେଞ୍ଜ କାଳିଆହତା ବିଟର ଲକ୍ଷ୍ମୀନାରାୟଣପୁର ଝାଲିଆ ମୁଣ୍ଡା ସାହିର ଶ୍ରୀଧରମୁର୍ମୁ ଗୁରୁତର ଆହତ ହୋଇ ତେଲକୋଇ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
ଦଣ୍ଡାଧରଡ୍ୟାମକୁ ଶ୍ରୀଧର ମାଛଧରିବାକୁ ଯାଉଥିବାସମୟରେ ହାତୀତାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା ।

Leave A Reply

Your email address will not be published.