ସୁପାରୀ କିଲର ଗିରଫ

0 226

ଭୁବନେଶ୍ୱର, ୨୮/୧୧(ଏସଏସନିୟୁଜ) ଜଣେ ଖଣି ବ୍ୟୟସାୟୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବାବେଳେ ନୟାପଲ୍ଲୀ ଅଞ୍ଚଳରୁ ସୁପାରି କିଲର ସହିତ ୨ ପିସ୍ତଲ ଗୁଳି ଜତବ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ଜଗତସିଂହୁପର, କଟକ ଓ କେନ୍ଦ୍ରାପଡ଼ାରେ ଅଭିଯୁକ୍ତ ବିରୋଧରେ ଏକାଧିକ ମାମଲା ଥିବା ଜଣାପଡିଛି ।ତେବେ ପୋଲିସ ଧରିଲାବେଳେ ସେ ପୋଲିସକୁ ବନ୍ଧୁକ ଦେଖାଇଥିଲା ।

Leave A Reply

Your email address will not be published.