ସୁପରଭାଇଜରଙ୍କର ଆମ୍‌ହତ୍ୟା

0 513

ମେଣ୍ଢାଶାଳ,୮/୧୨(ଏସଏସନିୟୁଜ)ମେଣ୍ଢାଶାଳ କୁକୁଡାମୁଣ୍ଡିଠାରେ ଥିବା ଓପିଟିସିଏଲର ବିଦ୍ୟୁତଗ୍ରିଡ ଷ୍ଟେସନ ପରିସରରେ କାର୍ଯ୍ୟକରୁଥିବା ଜଣେ ଯୁବକ ରଶିଲଗାଇ ବୁଧବାର ସକାଳେ ଆମ୍‌ହତ୍ୟା କରିଛି ।ଆମ୍‌ହତ୍ୟା କରିଥିବା ଯୁବକର ନାମ ବାପୁନିନାୟକ(୨୧) ।ସେ ବିଦ୍ୟୁତଗ୍ରିଡ ଷ୍ଟେସନରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଜଣେ ଠିକାଦାରପାଖରେ ସୁପରଭାଇଜରଭାବେ କାର୍ଯ୍ୟକରୁଥିଲେ ।ହଠାତ ବୁଧବାରସକାଳେ ସାଢେ୮ଟା ପାଖାପାଖି ସେ ବେକରେ ରଶିଲଗାଇ ଆମ୍‌ହତ୍ୟା କରିଥିବାର ଦେଖିବାକୁ ମିଳିଥିଲା ।ଯୁବକଟିର ଘର ମୟୁରଭଞଜିଲ୍ଲା କରଞିଆ ଥାନାର କୋଦମାଲତାଗ୍ରାମରେ ।ମେଣ୍ଢାଶାଳ ଫାଣ୍ଡିରେ ଠିକଦାର ଏବିଷୟରେ ଜଣାଇବାପରେ ଫାଣ୍ଡିଅଧିକାରୀ ଶବକୁ ଜବତ କରି ୨୯/୨୧କେଶନଂରେ ଏକ ଅପମୃତ୍ୟୁ ମାମଲାରୁଜୁକରି ବ୍ୟବଛେଦ ପାଇଁ ରାଜଧାନୀ ଚିକିସ୍‌ାଳୟକୁ ପଠାଇଛନ୍ତି । ତେବେ ଆମ୍‌ହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ପକୃତ କାରଣ ଜଣାପଡିବ ବୋଲି ଫାଣ୍ଡିପକ୍ଷରୁ କୁହାଯାଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.