ସସ୍‌ପେଣ୍ଡ୍ ହେଲେ IIC ଶ୍ରୀବଲ୍ଲଭ ସାହୁ

ଜଳେଶ୍ବର,୧୯ା୬(ଏସଏସନିଉଜ) ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ୍ ହୋଇଛନ୍ତି ।କାର୍ୟ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପିାଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ୟାତନା ଦେଇଥିଲୋବିନା ମାମଲାରେ ଦୁଇ ଦିନ ଧରି ଅଭିଯୁକ୍ତଙ୍କୁ ନିର୍ୟାତନା ଦେଇଥିଲୋସାମାନ୍ୟ ବାଇକ୍‌ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ ଦଣ୍ଡ ଦେଉଥିଲେ ।ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଥାନାରୁ ମୁକୁଳାଇ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀାସିଧା ଥାନାରୁ ଭିଡିଓ କଲ୍‌ କରି IICଙ୍କ କାରନାମା SPଙ୍କୁଜଣାଇଥିଲୋକର୍ମଚାରୀ ଅଭାବରୁ ଏପରି କରିଥିଲୁ ବୋଲି IIC ଖାମଖିଆଲି ମନ୍ତବ୍ୟ ଦେଇଥିଲୋ

- Advertisement -

Leave A Reply

Your email address will not be published.