ସୁସ୍ଥ ହେଲେ ଅମିତ ଶାହ

0 631

ନୂଆଦିଲ୍ଲୀ,୧୪/୮ (ସତ୍ୟସନ୍ଧାନ ଡେସ୍କ ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି। ଅଗଷ୍ଟ ୨ରେ ଅମିତ ଶାହଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଏବେ ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ନିଜେ ଶାହ ଟୁଇଟ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଆଉ କିଛିଦିନ ହୋମ ଆଇସୋଲେଶନରେ ରହିବେ ବୋଲି ଲେଖିଛନ୍ତି।

Leave A Reply

Your email address will not be published.