ସ୍ୱଛତାର ବାର୍ତାଦେଲେ ସରପଂଚ

0 238

ମେଣ୍ଢାଶାଳ,୨୬/୧୦(ଏସଏସନିଉଜ)ଆଇଗିଣିଆସ୍ଥିତ କେନ୍ଦ୍ରିୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଅନୁକୁଲ୍ୟରେ ମେଣ୍ଢଶାଳଠାରେ ସ୍ୱଛଭାରତକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମେଣ୍ଢାଶାଳଗ୍ରାମପଂଚାୟତ ସଭାଗୃହରେ ସମସ୍ତୱାର୍ଡସଭ୍ୟ ଓ ଗ୍ରାମର
ଯୁବକମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।ମନେଜକୁମାରପଟ୍ଟନାୟକଙ୍କ ପୈାରହତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉଦ୍ୟାନକେନ୍ଦ୍ରତରଫରୁ ସୁଚିତ୍ରାବେହେରା,ବିଶ୍ୱନାଥପାଇକରାୟ,ଗୋବିନ୍ଦନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ସ୍ୱଛଭାରତ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ସରପଂଚ କୈାଶଲା ବଳିୟାରସିଂହ ସମ୍ମାନୀତଅତିଥିଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତାଭାବେ ମେଣ୍ଢାଶାଳ ସେବାସମବାୟ ସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନ, ସିମିତିସଭ୍ୟ ସରୋଜବେହେରା,ନାୟବସରପଂଚ ଗୁଂଠବେହେରା ଯୋଗଦେଇ ଗ୍ରାମରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସଚେତନକରାଯିବାର ଏକ ମାଧ୍ୟମ ବୋଲି ମତପ୍ରକାସ କରିଥିଲେ ।ପରେ ଗ୍ରାମପଂଚାୟତ ତରଫରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମାକରାଯାଇ ସରକାରୀ ଉଚ୍ଚବିଦ୍ୟାଳୟଠାରେଥିବା ଅଳିଆଆବର୍ଜନା ସଫା କରାଯାଇଥିଲା ।ପରେ ସ୍କୁଲ ସମ୍ମୁଖରେ ସରପଂଚ କୈାଶଲ୍ୟାବଳିୟାରସିଂହ ବୃକ୍ଷରୋପଣ କରିବାପରେ ସାମୁହିକ ବୃକ୍ଷଚାରାରୋପଣ କରାଯାଇଥିଲା ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.