ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ

0 186

ଭୁବନେଶ୍ୱର,୩୧/୧୨(ଏସ ଏସ ନିଉଜ) ଆସନ୍ତା ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସ ଖୋଲିବା ନେଇ ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଯାହାଫଳରେ ଖୋଲବା ନେଇ ଉପୁଜିଥିବା ଦ୍ଵନ୍ଦ ଦୂର ହୋଇଯାଇଛି ।ମନ୍ତ୍ରୀ କହିଛନ୍ତି ଯେ,ଏହି ବିଷୟକୁ ନେଇ ନୋଡାଲ ଅଫିସରମାନେ ଜିଲ୍ଲା ବୁଲିବା ସହ ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ଯିଏ ଚାହିଁବେ ବିଦ୍ୟାଳୟକୁ ଆସିପାରିବେ ନଚେତ ଅନଲାଇନରେ ପଢ଼ିପାରିବେ । ଏହାସହ ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.