ସ୍ୱର୍ଗଦ୍ୱାରରେ ଲାଗୁ ହେଲା କଟକଣା

0 271

ପୁରୀ ୨୫/୪ (ଏସଏସନିୟୁଜ) ରାଜ୍ୟରେ କରୋନା ସଂକ୍ରାମଣ ବଢୁଥିବାବେଳେ ପୁରୀକୁ ବାହରଜିଲ୍ଲା ଲୋକମାନେ ବିଭିର୍ଣ କାର୍ଯ୍ୟନେଇ ଆସିଛନ୍ତି ।ବର୍ତମାନ ପରିସ୍ଥିତିରେ ସଂକ୍ରାମଣ ଯେଉଁଭଳିଭାବେ ବଢିଚାଲିଛିସେଥିପାଇଁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବଦାହ ମନା କରିଛି ଜିଲ୍ଲାପ୍ରଶାସନ । ଏହି କଟକଣା ଆସନ୍ତା କାଲିଠାରୁ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.