ଶ୍ୱାସରୁଦ୍ଧହୋଇ ୨ଶ୍ରମିକ ମୃତ୍ୟୁ

0 108

ସୁନ୍ଦରଗଡ,୨୭ା୨(ଏସଏସନିଉଜ ଅଗ୍ନିକାଣ୍ଡରେ ଶ୍ୱାସରୁଦ୍ଧହୋଇ ୨ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଟାଉନ‌ଥାନା ଲୁହୁରାଢିପାରେଘରେ ଅଗ୍ନିକାଣ୍ଡପରେ ଶ୍ୱାସରୁଦ୍ଧ ହୋଇପଡିଥିଲା ।ତେବେ କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.