ସ୍ୱାସ୍ଥ୍ୟମନ୍ତ୍ରୀଙ୍କର କରୋନା ପଜିଟିଭ

0 256

ଭୁବନେଶ୍ୱର,୭/୧(ଏସଏସନିୟୁଜ) ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କରୋନା ସଂକ୍ରମିତ ହୋଇଥିବାନେଇ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।କାଲି ପଜିଟିଭ ଚିହ୍ନଟ ହୋଇଥିବା ନେଇ ସେ ଟ୍ୱିଟରେ କହିଛନ୍ତି ।ଏବେ ସଙ୍ଗରୋଧରେ ରହିଥିବାବେଳେ ୩ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଟେଷ୍ଟ କରାଇନେବାକୁ ସେ ପରାମର୍ଶ ନେଇଛନ୍ତି ।

Leave A Reply

Your email address will not be published.