ପ୍ରତିଦିନ ମୁଗଡ଼ାଲି ଖାଇଲେ କଣହେବ ?

ପ୍ରତିଦିନଖାଇଲେ କଣହେବ ?

0 76

ମୁଗଡାଲି ପ୍ରାୟତଃ ଘରେ ଓ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତିକି କେତେଉପକାରୀ ମୁଗଡାଲି ? ଏଥିରେ ଭରପୁର ରହିଛି ଆଣ୍ଟିଅକ୍ସିଡାଣ୍ଟ ।(health benefits of moongdal )ମୁଗଡାଲିରେ ଆଣ୍ଟିଅକ୍ସିଡାଣ୍ଟଭଳି ଫେନୋଲିକଏସିଡ଼, ଫ୍ଲୋବୋନାଇଡସ, କୈଫିକଏସିଡ଼ ଭର୍ତ୍ତିହୋଇ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟକରିବାରେ ସାହାଯ୍ୟକରିଥାଏ । ଯେଉଁଥିରେ ଗମ୍ଭୀରରୋଗରୁ ମିଳିଥାଏମୁକ୍ତି…. ଗରମଦିନରେ ହିଟଷ୍ଟ୍ରୋକ ଏକ ବଡ଼ ସମସ୍ୟା । ଏହିରୋଗରେ ଅନେକଥର ସ୍ଥିତି ଗମ୍ଭୀରହୋଇ ଜୀବନମଧ୍ୟ ଯାଇପାରେ । ଡାଲି ଖାଇବାଦ୍ବାରା ହିଟଷ୍ଟ୍ରୋକ ହେବାର ଆଶଙ୍କା ହ୍ରାସ ପାଇଥାଏ । ଆଣ୍ଟିଇନଫ୍ଲାମେଟାରୀଗୁଣ ଯୋଗୁଁ ଶରୀରରେ ଉଚ୍ଚତାପମାତ୍ରା ରୋକିବାରେ ସାହାଯ୍ୟ କରିଥାଏ ।ଏହାବ୍ୟତୀତ କୋଲେଷ୍ଟ୍ରୋଲ ସ୍ତର ଅନିୟଜ୍ଜିତ ହେଲେ ହୃଦୟ ସହ ଜଡ଼ିତ ସମସ୍ୟା ଦେଖାଦେଇଥାଏ । ତେଣୁ ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ଠିକ ରଖିବାରେ ବଡ଼ ଭୂମିକା ଲିଭାଇଥାଏ । ଗବେଷଣା ଅନୁଯାୟୀ, ଡାଲି କୋଲେଷ୍ଟ୍ରୋଲସ୍ତରକୁ ନିୟନ୍ତ୍ରଣକରିବାରେ ସାହାଯ୍ୟକରେ ।ଆଜିକାଲି ଅନିୟନ୍ତ୍ରିତଜୀବନଶୈଳୀ କାରଣରୁ ବ୍ଲଡ଼ପ୍ରେସର ଏକ ସାଧାରଣସମସ୍ୟା । ମୁଗଡ଼ାଲି ଖାଇବାଦ୍ବାରା ବଡ଼ପ୍ରେସର କଣ୍ଟ୍ରୋଲରେ ରହିଥାଏ । ଏଥିରେଥିବା ପୋଟାସିୟମ, ମାଗ୍ନେସିୟମ ଓ ଫାଇବର ରକ୍ତଚାପ ନିୟନ୍ତ୍ରଣକରିବାରେ ସାହାଯ୍ୟ କରିଥାଏ ।

Leave A Reply

Your email address will not be published.