ଟଳିଲା ବିପଦ!

ଖବର ଆଜିର,ତାରିଖ ୦୫-୧୨-୨୦୨୧/ରବିବାର

0 714

୧-ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ବିନଙ୍କ ଆଉ ଏକ ରେକର୍ଡ, ଚଳିତ ବର୍ଷ ସବୁଠୁ ଅଧିକ ଟେଷ୍ଟ ଓ୍ବିକେଟ ନେବାରେ ଦ୍ରୁତ ସ୍ପିନର
୨-କର୍ଣ୍ଣାଟକ ଏବଂ ଗୁଜୁରାଟ ପରେ ମୁମ୍ବାଇରେ ଚିହ୍ନଟ ହେଲା ଓମିକ୍ରନ୍ ଆକ୍ରାନ୍ତ, ମୋଟ ସଂଖ୍ୟା ୪ କୁ ବୃଦ୍ଧି ।
୩-ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା। ପାଣିରେ ବୁଡ଼ିଲା ପାଚିଲା ଧାନ, ଉଜୁଡିଲା ଫସଲ ।
୪-ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର । ଦୁଃଖ ପ୍ରକାଶ କଲେ ଦୁଇ ହଜାର ଫେରାଇଲେ ।
୫-ଲଗାଣବର୍ଷାରେ ପୁଣି ବେହାଲ ତାମିଲନାଡୁ । ଚେନ୍ନାଇ ସମେତ ବିଭିନ୍ନ ସହରରେ ବନ୍ୟା ପରିସ୍ଥିତି ।
୬-ପଦ୍ମଶ୍ରୀ ନନ୍ଦ ସାରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ଯାଜପୁରରୁ ଭୁବନେଶ୍ବରକୁ ସ୍ଥାନାନ୍ତର
୭-୬ ଜିଲ୍ଲାରେ ସଂକ୍ରମଣ ବଢୁଥିବା ନେଇ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର । ଖୋର୍ଦ୍ଧା ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ।
୮-ଟଳିଲା ବିପଦ! ଦୁର୍ବଳ ହେଉଛି ବାତ୍ୟା ଜୱାଦ, ଲଘୁଚାପରେ ପରିଣତ ହେବା ନେଇ ଅନ୍ତର୍ଜାତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।
୯-ଦୁର୍ବଳ ହେଉଛି ବାତ୍ୟା “ଜୱାଦ’: ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟବର୍ତ୍ତୀ ଅଞ୍ଚଳରେ ଘଷି ହୋଇଯିବ, ପ୍ରବଳ ବର୍ଷିବ, କମ୍ ପବନ ବହିବ ।
୧୦-ବିଶିଷ୍ଟ ବୈଜ୍ଞାନିକ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ ।
୧୧-ବାତ୍ୟା ଜୱାଦ: ୭ ଦିନରେ କ୍ଷତି ଆକଳନ – ଏସ୍ଆରସି ।
୧୨-ଭୁବନେଶ୍ୱରରେ ଶିଶୁ ଶ୍ରମିକ ବନ୍ଧକ ଘଟଣା: ତନାଘନା ପରେ ଶିଶୁ ଶ୍ରମିକଙ୍କୁ ଘରକୁ ପଠାଇଦେଲା ଦଲାଲ ।
୧୩-ସ୍କୁଲ ବିଦ୍ୟାର୍ଥୀଙ୍କ ପାଇଁ ହେବ ଆଧାର ଶିବିର
୧୪-ବିଧାନସଭା ଭିତରେ ପୂଜକ ବେଶରେ ବିଧାୟକ ତରାବାହିନୀ ପତି ।
୧୫-ପୁଣି ଜାଗି ଉଠିଲା ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ, କହିଲେ- ଭାରତ ଓ ପାକିସ୍ତାନ ମଧ୍ୟରେ କାରବାର ଆରମ୍ଭ ହେବା ଉଚିତ୍ ।ଶୁଭ ସକାଳ,ସୁପ୍ରଭାତ ।🙏🏻 ଜୟ ଜଗନ୍ନାଥ,ଜୟସୋମନାଥ🙏🏻

 

Leave A Reply

Your email address will not be published.