ଟ୍ରାକ୍ଟରରେ ଲାଗିଲା ନିଆଁ

0 148

ବାଙ୍କୀ, ୧୪/୩(ଏସଏସନିଉଜ) ଏକ ଟ୍ରାକ୍ଟରରେ ତଣ୍ଡି ବୋଝେଇ ହୋଇ ଯାଉଥିବା ସମୟରେ ଓହଳିକି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ଘଟିଥିଲା । ଡମପଡା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ସବରସାହି ନିକଟରେ ଏହି ଘଟଣା ଘଟିଛି ।ଗ୍ରାମବାସୀମାନଙ୍କଠାରୁ ଖବର ପାଇ ବାଙ୍କୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Leave A Reply

Your email address will not be published.