ସ୍କୁଲରୁ ମିଳିଲା ଦେଶୀ ବନ୍ଧୁକ

0 160

କୁଚିଣ୍ଡା,୧୪/୩(ଏସଏସନିଉଜ)କୁଚିଣ୍ଡାର ରେଙ୍ଗୁମୁଣ୍ଡା ୟୁପି ସ୍କୁଲ୍ ଶ୍ରେଣୀ ଗୃହରୁ ମିଳିଛି ଏକ ଦେଶୀ ବନ୍ଧୁକ ।ଏହିସ୍କୁଲର ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଏଠାରୁ ବଦଳି ହୋଇ ଅନ୍ୟ ସ୍କୁଲରେ ଯୋଗ ଦେଇଥିଲେ ମଧ୍ୟ ଏହି ଶ୍ରେଣୀଗୃହଟିକୁ ବ୍ୟବହାର କରୁଥିଲେ ।ପରେ ସିଆରସିଙ୍କ ନିର୍ଦ୍ଦେଶକ୍ରମେ ଘର ଛାଡିଥିଲେ । ଗୋବିନ୍ଦ ସାହୁ ରହୁଥିବା ଶ୍ରେଣୀ ଗୃହକୁ ସଫା କରାଯିବା ସମୟରେ ସଫେଇ କର୍ମଚାରୀ ଏକ ବନ୍ଧୁକଟି ପାଇଥିଲେ । ଦେଶୀ ବନ୍ଧୁକଟି ଶିକ୍ଷକ ଗୋବିନ୍ଦ ସାହୁଙ୍କର ବୋଲି ଚର୍ଚ୍ଚା ଯୋର ଧରିଛି ।

 

Leave A Reply

Your email address will not be published.