କାନ୍ଥ ଭୁଶୁଡ଼ି ୧ମୃତ, ୨ ଆହତ

0 332

ଢେଙ୍କାନାଳ, ୧୪/୩(ଏସଏସନିଉଜ) ଟାଉନ ଥାନା ଅନ୍ତର୍ଗତ ଜବାହାରଚୌକ ଛକ ନିକଟରେ ଘର ନିର୍ମାଣ କାମ କରୁଥିବା ବେଳେ ପୁରୁଣା ଘରର କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରୁଣାକର ବେହେରା ଓ ଅଭିନ୍ନ ନାଏକ ନାମକ ୨ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply

Your email address will not be published.