ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

0 146

ଭୁବନେଶ୍ୱର,୨୬ା୩(ଏସଏସନିଉଜ) କେରଳର କୋଚିରେ ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତଟରକ୍ଷୀ ବାହିନୀର ହେଲିକପ୍ଟର ALH ଧ୍ରୁବ ମାର୍କ-୩ ହେଲିକପ୍ଟରରେ ଥିବା ୩ କର୍ମଚାରୀ ସୁରକ୍ଷିତ ଅଛନ୍ତି । ପରୀକ୍ଷାମୂଳକ ଉଡ଼ାଣ ବେଳେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ତଟରକ୍ଷୀ ବାହିନୀ ।

Leave A Reply

Your email address will not be published.