ଠାବହେଲା ସେକ୍ସ ରାକେଟ୍,ଧରାହେଲେ ୩ ଯୁବତୀଙ୍କ ସହ ଗ୍ରାହକ

0 280

ଟିଟିଲାଗଡ଼ , ୨୭/୧୧(ଏସଏସନିୟୁଜ) ଶଗଡ଼ଘାଟ ସ୍ଥିତ ଦୈନିକ ବଜାର ନିକଟରେ ଚାଲିଥିଲା ସେକ୍ସ ରାକେଟ ଉପରେ ଅଚାନକ ପୋଲିସ ଚଢଉ କରିଥିଲା ।ଚଢଉ କରି ଆପତ୍ତିଜନକ ଅବସ୍ଥାରେ ୩ ଯୁବତୀଙ୍କ ସହ ୨ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।ସେମାନଙ୍କ ମଧ୍ୟରେ ଜଣେ ଗ୍ରାହକ ଓ ଜଣେ ଦଲାଲ ରହିଥିବାର ଜଣାପଡିଛି । ଯୁବତୀମାନେ ଭୁବନେଶ୍ୱର ଓ ବୌଦ୍ଧ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.