ଥାନା ଘେରାଉ ଉଦ୍ୟମ କଲେ ୧୨୧ଟଗାଁର ଡଙ୍ଗରିଆ

0 103

ରାୟଗଡ଼ା,୬ା୮(ଏସଏସନିଉଜ) ମାଓସୂଚନାଦାତା ସନ୍ଦେହରେ ୨ଡଙ୍ଗରିଆଙ୍କୁ କଲ୍ୟାଣସିଂହପୁର ଥାନାପୋଲିସ ଉଠାଇଆଣିଛି ।ଏହାର ପ୍ରତିବାଦରେ ନିୟମଗିରିଅଞ୍ଚଳର ୧୨୧ଟିଗାଁର ଡଙ୍ଗରିଆ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ଏକାଠିହୋଇ ଥାନାଘେରାଉ କରିବାର ଉଦ୍ୟମ କରିଛନ୍ତି । ପୁଲିସ ଉଠାଇଆଣିଥିବା ଦୁଇଜଣଙ୍କୁ ତୁରନ୍ତ ଛାଡିବାଲାଗି ଦାବିକରି ଡଙ୍ଗରିଆମାନେ ସେମାନଙ୍କ ଜିଦ ରେ ଅଟଳରହିଥିବାର ଜଣାପଡିଛି ।

 

 

Leave A Reply

Your email address will not be published.