ଥାନାକୁ ଗଲା ବିରଳଏଣ୍ଡୁଅ

0 298

ଚନ୍ଦ୍ରଶେଖରପୁର,୨୨ା୩(ଏସଏସନିଉଜ)ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲପମ୍ପ ନିକଟରେ ଜଣେବ୍ୟକ୍ତି ଗୋଟିଏ ବିରଳ ଏଣ୍ଡୁଅକୁଧରି ଠିଆ ହୋଇଥିବାବେଳେ ପାଖରେଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ପିସିଆରଭ୍ୟାନ ଆସି ଏଣ୍ଡୁଅ ଏବଂ ଉକ୍ତଯୁବକଙ୍କୁ ଥାନାକୁ ନେଇକି ଯାଇଥିବା ଦେଖିବାକୁ ମିଳିଛି।

 

Leave A Reply

Your email address will not be published.