ଠପ୍ ହୋଇଗଲା ଗମନାଗମନ

0 293

ବାଲିଗୁଡ଼ା, ୧୯/୮(ଏସଏସନିଉଜ) ପ୍ରବଳ ବର୍ଷା ଯୋଗୁଁ ମାଲାଗୁଡ଼ା ଘାଟିରେ ଭୂସ୍ଖଳନ ହୋଇଛି ।ଯାହାଫଳରେ ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଟି ଧସି ରାସ୍ତା ଉପରେ ଗଛ, ପଥର ଓ ମାଟି ଗଦା ହୋଇରହିଛି । ରାଇକିଆାରୁ ମୁଖ୍ୟ ସଂଯୋଗ ରାସ୍ତା ବନ୍ଦ ଯୋଗଁ ଗମନାଗମନ ଠପ୍ ହୋଇଯାଇଛି ।

Leave A Reply

Your email address will not be published.