ଟୋକିଓରେ ଦୂତୀ

0 243

ଭୁବନେଶ୍ୱର,୨୫/୭(ଏସ ଏସ ନିୟୁଜ)ଟୋକିଓ ଅଲିମ୍ପିକ୍ସରେ ଦୂତୀ ଚାନ୍ଦ । ଅଲିମ୍ପିକ୍ସ ଭିଲେଜରୁ ଫଟୋ ସେୟାର କଲେ ଦୂତୀ ।ଏହାସହ ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ପ୍ରମୋଦ ଭଗତ । ବାଡମିଣ୍ଟନରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରମୋଦ ଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.