ବିଦ୍ୟୁତ୍ ଟ୍ରାନ୍ସଫରମରେ ଲାଗିଲା ନିଆଁ

ବାରଙ୍ଗ, ୫।୯(ଏସଏସନିଉଜ) ଗୋଡିସାହି ବିଦ୍ୟୁତ୍ ବିଭାଗ ଅଧିନସ୍ଥ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁରଛକ ନିକଟରେ ଥିବା ଏକ ଟ୍ରାନ୍ସଫରମରେ ଶୁକ୍ରବାର ଅପରାହ୍ନ ସାଢେ ୧ଗୋଟାଏ ସମୟରେ ହଠାତ୍ ନିଆଁଲାଗି ଯାଇଥିଲା।ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକ ମାନେ ଭୟଭୀତ ହୋଇଯାଇଥିଲେ।କିଛିଲୋକ ନିଆଁକୁ ଆୟତ କରି ବାକୁ ଚେଷ୍ଟାକରି ବିଫଳ ହେବାରୁ ବାରଙ୍ଗ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ।ସୂଚନାପାଇଁ ଅଗ୍ନିଶମ ବାହିନୀର ଏକ ଛଅଜଣିଆ ଦଳ ଘଟଣାସ୍ଥଳରେ ପହଁଚି ଟ୍ରାନ୍ସଫରମରେ ଲାଗିଥିବା ନିଆଁକୁ ଆୟତ କରିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।

- Advertisement -

Leave A Reply

Your email address will not be published.