ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯାଇପାରେ ବାତ୍ୟା

0 308

ଭୁବନେଶ୍ୱର,୬/୫(ଏସ ଏସ ନିଉଜ)ବାତ୍ୟାର ଗତିବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନଥିବାବେଳେ ଏବେ ଉପକୂଳରେ ଥିବା ଲୋକଙ୍କ ମନରେ ଛନକା ପଶିଯାଇଛି ।ତେବେ ୧୦ରେ ବାତ୍ୟା ଉପକୂଳ ନିକଟ ହେଲାପରେ ଦିଗ ବଦଳାଇ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି । ୧୦ ତାରିଖରେ ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ସହ ଅପରାହ୍ନରେ କଟକ, ଭୁବନେଶ୍ୱରରେ ପ୍ରଭାବ ପଡ଼ିପାରେ ଓ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବା ସମ୍ଭାବନା ରହିଛି ବୋଲି ଶରତ ସାହୁ କହିଛନ୍ତି ।

 

 

Leave A Reply

Your email address will not be published.