ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ମମତା

0 186

ଭୁବନେଶ୍ୱର,୩/୫(ସତ୍ୟସନ୍ଧାନଡେସ୍କ) ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ମମତା ।ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିବେ । ନନ୍ଦିଗ୍ରାମରୁ ହାରିଥିଲେ ମଧ୍ୟ ୫ ତାରିଖରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ନନ୍ଦିଗ୍ରାମ ଆସନରୁ ମମତା ଙ୍କୁ ପରାଜିତ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଜିତିଥିଲେ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି ।ତେବେ ଏକ ସରଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଳନ କରିବେବୋଲି ମମତା ବାନାର୍ଜୀ କହିଛନ୍ତି।

Leave A Reply

Your email address will not be published.