ଦୂରନ୍ତ ଏକ୍ସପ୍ରେସ ହେଲା ଲାଇନଚ୍ୟୁତ

0 176

ଯାଜପୁର, ୩/୧୨(ଏସଏସନିୟୁଜ) ଦୂରନ୍ତ ଏକ୍ସପ୍ରେସର ତିନିଟି ବଗି ହରିଦାସପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି । ଟ୍ରେନ ବେଙ୍ଗାଲୁରୁଠାରୁ ହାୱଡ଼ା ଯିବା ବେଳେ ହରିଦାସପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇଞ୍ଜିନ ନିକଟବର୍ତ୍ତୀ ତିନିଟି ବଗି ଲାଇନଚୁତ ହେବା ଫଳରେ ଏଭଳି ଅଘଟଣ ଘଟିଛି। ଲାଇନଚ୍ୟୁତ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.