ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ଅଧିକାରୀ

ଗଞ୍ଜାମ,୪/୧୦(ଏସଏସନିୟୁଜ) ନୟାଗଡର ୨୩ ଜଣିଆ ପ୍ରଶାସନିକ ଅଧିକାରୀ ଟିମ ଗଞ୍ଜାମ ଜିଲ୍ଲାର ବିକାଶ ମଡେଲକୁ ପରିଦର୍ଶନ କରିଛନ୍ତି ।ଏହି ଟିମ୍ ଶତ୍ରୁସୋଲ ଗ୍ରାମରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ।ପରେ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର, କଲ୍ୟାଣମଣ୍ଡପ, ରୁରାଲ ପାର୍କ, ଆଦର୍ଶ ପୁଷ୍କରିଣୀ ପରିଦର୍ଶନ କରିଥିଲେ ।ଏହି ଟିମ୍ ରେ ଆଠ ଜଣ ବିଡ଼ିଓ, ଆଠ ଜଣ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜେଇ ପ୍ରମୁଖ ରହିଥିଲେ ।ପରେ ଲୋକପ୍ରତିନିଧିମାନଙ୍କ ସହ ଏହି ଟିମ୍ ଉନ୍ନୟନ କାର‌୍ୟ୍ୟ ଉପରେ ଆଲୋଚନା କରିଥିଲେ।

- Advertisement -

Leave A Reply

Your email address will not be published.